ପ୍ରିୟ ଆବେଦନକର୍ତ୍ତା,

ସ୍ୱରୋଜଗାର ଯୋଜନା ବିଷୟରେ ଆପଣମାନଙ୍କୁ କିଛି ସଂକ୍ଷିପ୍ତ ରେ ଜଣାଇବାକୁ ଚାହୁଁଛୁ ଯେ ସ୍ୱରୋଜଗାର ଯୋଜନା କଣ ଓ କେମତି ଆପଣ ରୋଜଗାର କରି ପାରିବେ 

ଆପଣମାନେ ଜାଣନ୍ତି କି Essential oil ବିଷୟରେ ?
ପ୍ରକୃତି ର ପ୍ରାକୃତିକ ପରିଦାନ ଏମିତି ଅଛି ଯେ ପ୍ରତ୍ୟକ ଗଛ, ପତ୍ର ,ଫଳ ,ଫୁଲ ଓ ମଞ୍ଜି ଭିତରେ ଅନେକ ପ୍ରକାର ଔଷଧୀୟ ଗୁଣ ଲୁଚି ରହିଛି 

ଉଦାହରଣ ସ୍ୱରୂପ:
ଆମମାନେ ସୀତା ଫଳ ଖାଆନ୍ତି ଓ ତାର ମଞ୍ଜି କୁ ଫିଙ୍ଗି ଦିଅନ୍ତି, କିନ୍ତୁ ବହୁତ କମ ଲୋକ ଜାଣିଥିବେ କି ଯେ ସୀତା ଫଳ ମଞ୍ଜିରୁ ମଧ୍ୟ ତେଲ ବାହାର ହୁଏ, ସେହି ତେଲ ସହିତ ଦକ୍ଷିଣ ଆଫ୍ରକା ର  କେଉଁ  ଜଙ୍ଗଲ ର କି ଫଳର, କୋ ମଞ୍ଜିର ତେଲ କୁ କେତେ ପରିମାଣ ରେ ମିଶାଇ କେମିତି ବ୍ୟବହାର କଲେ କୋ ରୋଗ ଭଲ ହୁଏ I

ଏହି ଭଳି ଅନେକ ପ୍ରକାର Essential oil ର ମିଶ୍ରଣ ରେ Aromatherapy oil ତିଆରି ହୁଏ 
Aromatherapy oil & Essential oil ର ବ୍ୟବହାର ଭାରତ ଅପେକ୍ଷ୍ୟା ବିଦେଶ ରେ ଅଧିକ ଚାଲିଛି ଖାସ କରି ଜାପାନ ରେ 
Aromatherapy oil ଦ୍ୱାରା ଅନେକ ପ୍ରକାର ବଡ ବଡ ରୋଗ ର ସମାଧାନ ଲୁଚି ରହିଛି  କିନ୍ତୁ ଆମ ପାଖରେ ପହଞ୍ଚି ନଥିଲା 
ବର୍ତ୍ତମାନ ଧୀରେ ଧୀରେ ଭାରତ ରେ ମଧ୍ୟ ଏହାର ବିସ୍ଵାଶ ଓ ପ୍ରଚଳନ ଆରମ୍ଭ ହେବାକୁ ଯାଉଛି 

ତୁଳସୀ ହର୍ବଲ ଓ ଓଡିଶା ଡାଟା ଡ଼ାଇରୀ ର ସଞ୍ଚାଳକ ଗୋଟିଏ ସଂସ୍ଥା ଯାହାର ନାମ Pal e-Commerce Organization Established in 2010 Surat.Gujarat.India

ବର୍ତ୍ତମାନ ଏହି ସଂସ୍ଥାର ୫୦ + ୱେବସାଇଟ ଅନଲାଇନ ଚାଲିଛି 
ଆପଣାମାନଙ୍କୁ ରୋଜଗାର ଦେବାକୁ ବହୁତ ଗୁଡ଼ାଏ ବିକଳ୍ପ ଖୋଲା ଅଛି କିନ୍ତୁ ପ୍ରଥମେ ଆମେ ସ୍ୱରୋଜଗାର ଯୋଜନା ଉପରେ ଦୃଷ୍ଟି ଆକର୍ଷିତ କରିବା 
ଏହି ଯୋଜନା ରେ ମିଳୁଥିବା ସମସ୍ତ ପ୍ରୋଡକ୍ଟ ସମ୍ପୂର୍ଣ ପ୍ରାକୃତିକ ଓ ଔଷଧୀୟ ଗୁଣ ସହିତ ନିଃସନ୍ଦେହ  ପରିଣାମ ଦେଖିବାକୁ ମଧ୍ୟ  ମିଳିଛି 

ଏହି ଗୁଣବତା ପ୍ରୋଡକ୍ଟ ଲୋକ ମାନଙ୍କ ପାଖରେ କେମିତି ପହଞ୍ଚି ପାରିବ (ଯାହାକୁ ଏହାର ନିହାତି ଆବଶ୍ୟକ) ଏହା ହେଉଛି  ସ୍ୱରୋଜଗାର ଯୋଜନା ର ମୂଳ ଲକ୍ଷ୍ୟ, ଏହି ଲକ୍ଷ୍ୟ କୁ ପୂରଣ କରିବା ପାଇଁ ଆପଣମାଙ୍କ ଭଳି ଅନେକ ବ୍ୟକ୍ତି ଙ୍କ ସହଯୋଗ ନିହାତି ଆବଶ୍ୟକ 

ଏହି ପ୍ରୋଡକ୍ଟ  ଆମେ ଦୀର୍ଘ ୬ ମାସ ହେଲା ଲୋକ ଙ୍କୁ ଦେଇ ପରିକ୍ଷ୍ୟା କରିସାରିଲା ପରେ ବିଚାର ଆସିଲା କି କଣ ଏମିତି କରିବା ଦ୍ୱାରା ଯାହାର ଆବଶ୍ୟକ ତାକୁ ଠିକ ପ୍ରୋଡକ୍ଟ ମିଳୁ ଓ କିଛି ଲୋକଙ୍କୁ ରୋଜଗାର 

ଜିଲ୍ଲା ମୁଖ୍ୟଙ୍କ କାମ: ସେ ନିଜ ଜିଲ୍ଲା ରେ ପ୍ରତ୍ୟକ ବ୍ଲକ ରେ ଗୋଟିଏ ବ୍ଲକ ଅଧିକାରୀ ତିଆରି କରିବେ 
ବ୍ଲକ ଅଧିକାରୀ କାମ: ସେ ନିଜ ବ୍ଲକ ରେ ପ୍ରତ୍ୟକ ପଞ୍ଚାୟତ ରେ ଗୋଟିଏ ଏଜେଣ୍ଟ  ତିଆରି କରିବେ 
ଏଜେଣ୍ଟଙ୍କ କାମ: ସେ ନିଜ ପଞ୍ଚାୟତରେ ପ୍ରତ୍ୟକ ଗାଁ ରେ ଥିବା ରୋଗୀଙ୍କୁ ଆମ ପ୍ରୋଡକ୍ଟ ବିଷୟ ରେ ଚର୍ଚ୍ଚା କରିବ

ଯୋଜନା ର ନୀୟମ ଅନୁଯାୟୀ ଥରେ ଯଦି ଯେ କୌଣସି ଜିଲ୍ଲା ,ବ୍ଲକ ଓ ପଞ୍ଚାୟତ ରେ ଜଣଙ୍କୁ ନିଯୁକ୍ତି ମିଳିଯାଇଛି ତେବେ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ ନିଯୁକ୍ତି ମିଳିବ ନାହିଁ ହଁ ଯଦି ସେ ନିଜେ ଚାହାଁନ୍ତି ତେବେ ନିଜର ବିଜନେସ କୋଡ଼ ଦ୍ୱାରା ଅନ୍ୟ ଙ୍କୁ ବିଜନେସ କରାଇ ପାରିବେ ଓ ନିଜର ପରିଚୟ ବ୍ୟକ୍ତି ଙ୍କୁ  (Independent Business Associate) IBA Code କୋଡ଼ ଟ୍ରାନ୍ସଫର କରିପାରିବେ 

ଏଥିପାଇଁ ସମସ୍ତଙ୍କୁ ପ୍ରାୟ ୧୦୦ ଦିନ ପରିଶ୍ରମ କରିବାକୁ ପଡିବ କାରଣ ପ୍ରଥମେ Supply Network ତିଆରି ହେବ ,ତାପରେ Sell ଆରମ୍ଭ ହେବ, ଯେଉଁ ଦିନ ଲୋକ ପ୍ରୋଡକ୍ଟ ପାଇ ପରିଣାମ ଆସିଗଲା ସେ ଦିନ ପରିଶ୍ରମ କମି ରୋଜଗାର ବଢିବା ଆରମ୍ଭ ହେବ I

Company----->No Stock Point-------> No Distributor--------->No Retailer-----------> Only IBA Code to------Need Person 

ପ୍ରଥମେ ଯେଉଁ ବ୍ୟକ୍ତି ପରିଶ୍ରମ କରଛନ୍ତି ଲାଭ ସେମାନଙ୍କୁ ହିଁ ମିଳିବ ଏହା ହେଉଛି ଆମର ପ୍ରତିଶ୍ରୁତି

ଆସନ୍ତା ୭ ଦିନ ମଧ୍ୟରେ ଆପଣଙ୍କ  ରଜିଷ୍ଟ୍ରେସନ ମୋବାଇଲ ନମ୍ବର କୁ ଆମ support team ଫୋନ କରିବେ I
ଯେ କୌଣସି ମନ ରେ ପ୍ରଶ୍ନ ଥିଲେ ନୋଟ କରି ରଖନ୍ତୁ ଆମର ଫୋନ ଆସିଲେ ଆପଣଙ୍କୁ ଆମେ ପୁରା ସମୟ ଦେବୁ ଓ ଗୋଟେ ଗୋଟେ ପ୍ରଶ୍ନ ର ନିଃସଙ୍କୋଚ ଉତର ଦେବା କୁ ଚେଷ୍ଟା କରିବୁ 

ଓଡିଶା ଡାଟା ଡ଼ାଇରୀ ତରଫରୁ ସମସ୍ତ ଆବେଦନ କର୍ତ୍ତା ଅନେକ ଅନେକ ଧନ୍ୟବାଦ 

ଆପଣଙ୍କ ସେବା ରେ : ଓଡିଶା ଡାଟା ଡ଼ାଇରୀ (Support Team)

Health Care 
Home Care
Personal care
Aromatherapy oil
Neem Capsule Floor Cleaner Shampoo Anti Snoring
Tulsi Capsule Hand Wash Hair oil Active +
Aloevera Capsule Incense Stick Pimple Cream Piles
Green Tea Capsule Washing Soap Fairness Cream Stone
Ginger Capsule Washing Powder No Mark Cream Pain Relief Plus
Guggal Capsule Washing Liquid Hair Fall Oil Diabetes
Garlic Capsule Glass Cleaner Hail Fall Sirum Dream Relax
Grapes Seed Capsule Pain Relif Oil Hair Fall Shampoo Mind Clarity
Cinnamon Capsule Dish Wash Body Lotion Depression
Amla Capsule   Hair Conditioner Anti Dandruff
Shatavari Capsule   Face Wash Fever Away
    Face Pack Wait loss
    Aloevera Gel Anti Cellulite
    Cool Oil Skin Rejuvenation
    Cool Powder  Anti Vitiligo
    Dandruff Shampoo  
    Women Pad  
    Saving Cream  
    Soap  
       
       

 

Independent Business Associate (IBA Code) ରେଜିଷ୍ଟ୍ରେସନ କରିବା ପାଇଁ ଯେ କୌଣସି ପ୍ରୋଡକ୍ଟ ର Trialpack Rs.500 ଟଙ୍କା ଦେଇ ମଗାଇ ତାକୁ ନିଜ ଆଖପାଖ ଓ ଜଣାଶୁଣା ଲୋକଙ୍କୁ ଦେଇ ପରିଣାମ କିପରି ଆସୁଛି ଜାଣିବା ନିତ୍ୟାନ୍ତ ଆବଶ୍ୟକ I

IBA Code ରେଜିଷ୍ଟ୍ରେସନ ହୋଇଗଲା ପରେ ଆପଣଙ୍କୁ ପ୍ରୋଡକ୍ଟ ର ଯେମିତି ଆବଶ୍ୟକ ପଡେ ସେ ପରିମାଣ ରେ ମଗାଇ ବିଜନେସ କରିପାରିବେ I

A/C Name: Pal e-Commerce Organization

Account No: 35188482161

Branch: Amroli.Surat. Gujarat

IFSC Code: SBIN0010943

 

 

 

 

Notice:
 

 

Campaign:

Onile Registration From

Odia Bhashi Census in Surat