ସ୍ୱରୋଜଗାର ଯୋଜନା - ସର୍ବେ ଭବନ୍ତୁ ସୁଖିନଃ

ଛୋଟ ବ୍ୟବସାୟ ମାତ୍ର ୧୦୦୦ ଠାରୁ ୫୦୦୦ ଟଙ୍କା ମଧ୍ୟରେ

  1. 100% Natural Hair Protector Dye Powder 100g
  2. Fairness & Pimple Care Cream 50g
  3. Ultra All Night 330mm-XL aloe vera gel wings pad

100% Natural Hair Protector Dye Powder 100g

ଅଁଳା, ଶିକାକାଇ, ଭୃଙ୍ଗରାଜ , ବ୍ରାହ୍ମି , ଲୁହା ଭଷ୍ମ, ମାଜୁ ଭଳି ଅନେକ ଆୟୁର୍ବେଦିକ ଜଡିବୁଟି ର ମିଶ୍ରଣ ରେ ବୈଦ୍ୟରାଜ ଙ୍କ ପରାମର୍ଶ ଦ୍ୱାରା ବିନା କେମିକାଲ ରେ ତିଆରି Hair Protector Dye Powder ବାଳ କୁ ନରମ, ପ୍ରାକୃତିକ ସୁନ୍ଦର, ଓ ବାଳ ର ସୁରକ୍ଷ୍ୟା କରିବା ସହିତ ମଜବୁତ ରଖେ I

ନିଜର ସନ୍ତୁଷ୍ଟ ପାଇଁ ୧୦୦୦ ଟଙ୍କା ର ପ୍ରୋଡକ୍ଟ  ମଗାଇ ନିଜେ ବ୍ୟବହାର କରନ୍ତୁ ଓ ଅନ୍ୟ ଙ୍କୁ ଦିଅନ୍ତୁ , ସନ୍ତୁଷ୍ଟ ଲାଗିଲେ ବ୍ୟବସାୟ ଆରମ୍ଭ କରିବେ I ଯଦିଓ ଆପଣ ଙ୍କୁ ସନ୍ତୁଷ୍ଟ ନ ଲାଗେ ତେବେ ପ୍ରୋଡକ୍ଟ Return policy ଅନୁସାରେ ୭୫୦ ଟଙ୍କା ଫେରସ୍ତ ହେବ (ସମୟ ୩୦ ଦିନ) I ଏହି ପ୍ରୋଡକ୍ଟ କୁ ହୋଲସେଲ ଦାମ ରେ ମଗାଇ ନିଜ ଆଖ ପାଖ ବଜାର ଓ ସହର ରେ ବ୍ୟବସାୟ ଆରମ୍ଭ କରିପାରିବେ I Call us & Whatsapp-icon.png: +91 80000 64446 Visit: www.tulsiherbals.com

 

Fairness & Pimple Care Cream 50g

ମୁହଁ ରେ ବ୍ରଣ ହେବା ସ୍ୱାଭାବିକ କଥା, କିନ୍ତୁ ବହୁତ ପ୍ରକାର ଉପାୟ - ଉପଚାର କଲା ପରେ ଯଦି ବାରମ୍ବାର ହୁଏ, ତେବେ ସମସ୍ୟା ରେ ପରିବର୍ତ୍ତନ ହୋଇ ଯାଏ I ବ୍ରଣ ର ସମସ୍ୟା କୁ ଦୂର କରିବା ପାଇଁ ଏକ ଉଚ୍ଚ ମାପଦଣ୍ଡ ପଦ୍ଧତି WHO - GMP - HALAL & ISO certified plant ରେ ତିଆରି Fairness & Pimple Care Cream ବଜାର କୁ ଆସିଗଲା I ଏହି ପ୍ରୋଡକ୍ଟ ବଜାରରେ ମିଳୁଥିବା ସମସ୍ତ ପ୍ରୋଡକ୍ଟ ଠାରୁ ସମ୍ପୂର୍ଣ ଅଲଗା, କାରଣ ଫେସ କ୍ରିମ ଫର୍ମୁଲା ରେ ବ୍ରଣ ସମସ୍ୟା କୁ ଦୂର କରିବା ପାଇଁ ବିଭିର୍ନ ପ୍ରକାର ଔଷଧିୟ ଗୁଣର ଦ୍ରବ୍ୟ ବ୍ୟବହାର କରାଯାଇଅଛି I ଲଗାଇବା ପରେ ନିଜେ ଅନୁଭବ କରିପାରିବେ ଔଷଧିୟ ଗୁଣ ର ପ୍ରଭାବ କିପରି ମୁହଁ ରେ କାମ କରୁଛି, ଯେମିତି Cream  ସରି ସରି ଯିବ, ବ୍ରଣ ସେମିତି ଦୂର ହୋଇ ହୋଇ ଯିବ, Cream ସରିଲା ବ୍ରଣ ସରିଲା I ପରିଣାମ ଯଦି ସତ ହେଲା ତେବେ ନିଶ୍ଚୟ ଲୋକଙ୍କ ବିଶ୍ୱାସ ବଢିବ ଅନ୍ୟ Cream ଛାଡି ଏହି Cream ବ୍ୟବହାର କରିବେ I

ନିଜର ସନ୍ତୁଷ୍ଟ ପାଇଁ ୧୦୦୦ ଟଙ୍କା ର ପ୍ରୋଡକ୍ଟ  ମଗାଇ ନିଜେ ବ୍ୟବହାର କରନ୍ତୁ ଓ ଅନ୍ୟ ଙ୍କୁ ଦିଅନ୍ତୁ , ସନ୍ତୁଷ୍ଟ ଲାଗିଲେ ବ୍ୟବସାୟ ଆରମ୍ଭ କରିବେ I ଯଦିଓ ଆପଣ ଙ୍କୁ ସନ୍ତୁଷ୍ଟ ନ ଲାଗେ ତେବେ ପ୍ରୋଡକ୍ଟ Return policy ଅନୁସାରେ ୬୫୦ ଟଙ୍କା ଫେରସ୍ତ ହେବ (ସମୟ ୩୦ ଦିନ) I ଏହି ପ୍ରୋଡକ୍ଟ କୁ ହୋଲସେଲ ଦାମ ରେ ମଗାଇ ନିଜ ଆଖ ପାଖ ବଜାର ଓ ସହର ରେ ବ୍ୟବସାୟ ଆରମ୍ଭ କରିପାରିବେ I Call us & Whatsapp-icon.png: +91 80000 64446 Visit: www.tulsiherbals.com

 

Ultra All Night 330mm-XL aloe vera gel wings pad

Ultra All Night Aloe vera Gel  wings pad ବଜାରରେ ମିଳୁଥିବା ପେଡ ଠାରୁ ସମ୍ପୂର୍ଣ ଅଲଗା ଓ ଯାହାର ଅଧିକ ରକ୍ତ ଶ୍ରାବ ହେଉଥିବ ତାକୁ ଗୋଟିଏ ରାତିରେ ୨ ଟି ପେଡ ବଦଳାଇବାକୁ ପଡିଥାଏ କିନ୍ତୁ Ultra  All Night Aloe vera Gel  wings pad ଗୋଟିଏ ଅନ୍ୟ ତୁଳନା ରେ ଦୁଇଟିର କାମ କରେ ଓ ସାଧାରଣ ରକ୍ତ ଶ୍ରାବ ରେ ଦୁଇ ଦିନ ପ୍ରଯ୍ୟନ୍ତ ଚାଲିବ Iଏହି ପେଡ ମଧ୍ୟରେ ରକ୍ତ ଶ୍ରାବ କୁ  ଚଞ୍ଚଳ ଓ ଅଧିକ ପରିମାଣରେ ଶୋଷଣ କ୍ଷମତା ରହିଛି I

ନିଜର ସନ୍ତୁଷ୍ଟ ପାଇଁ ୧୦୦୦ ଟଙ୍କା ର ପ୍ରୋଡକ୍ଟ  ମଗାଇ ନିଜେ ବ୍ୟବହାର କରନ୍ତୁ ଓ ଅନ୍ୟ ଙ୍କୁ ଦିଅନ୍ତୁ , ସନ୍ତୁଷ୍ଟ ଲାଗିଲେ ବ୍ୟବସାୟ ଆରମ୍ଭ କରିବେ I ଯଦିଓ ଆପଣ ଙ୍କୁ ସନ୍ତୁଷ୍ଟ ନ ଲାଗେ ତେବେ ପ୍ରୋଡକ୍ଟ Return policy ଅନୁସାରେ ୭୫୦ ଟଙ୍କା ଫେରସ୍ତ ହେବ (ସମୟ ୩୦ ଦିନ) I ଏହି ପ୍ରୋଡକ୍ଟ କୁ ହୋଲସେଲ ଦାମ ରେ ମଗାଇ ନିଜ ଆଖ ପାଖ ବଜାର ଓ ସହର ରେ ବ୍ୟବସାୟ ଆରମ୍ଭ କରିପାରିବେ I Call us & Whatsapp-icon.png: +91 80000 64446 Visit: www.tulsiherbals.com

Notice:
 

 

Campaign:

Onile Registration From

Odia Bhashi Census in Surat