୧.ମଧୁମେହ

ପ୍ରତିଦିନ ସଖାଳ ଖାଲି ପେଟ ରେ  ଓ ରାତ୍ର ଭୋଜନ ପରେ ଏକ କପ ନାଲି ଚା (ଡିକାଶିନୀ) ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ମିଶାଇ ପିଇଲେ ମଧୁମେହ ପାଇଁ ବହୁତ ଉପକାରିତା ହୁଏ I


୨.ଜଇଣ୍ଟ  ପେଇନ ଓ ଶିର ଜାତୀୟ ସମସ୍ୟା 

ପ୍ରତିଦିନ ସଖାଳ ଖାଲି ପେଟ ରେ  ଓ ରାତ୍ର ଭୋଜନ ପରେ ଏକ ଚାମଚ ସିର୍କା ଅମ୍ଳରସ (Vinegar) ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ଓ କିଛି ମହୁ ମିଶାଇ ପିଇଲେ ଆଣ୍ଠୁ ଗଣ୍ଠି କଟା ଓ ଶିର ଜାତୀୟ ସମସ୍ୟା ପାଇଁ ବହୁତ  ଲାଭ ଦାୟକ ହୁଏ I


୩.ଦମା,ଖାସ ଓ ଏଲାର୍ଜି

ପ୍ରତିଦିନ ସଖାଳ ଖାଲି ପେଟ ରେ  ଓ ରାତ୍ର ଭୋଜନ ପରେ ଏକ କପ ଗରମ ପାଣି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ଓ କିଛି ମହୁ ମିଶାଇ ପିଇଲେ ଦମା,ଖାସ ଓ ଏଲାର୍ଜି ପାଇଁ ବହୁତ  ଲାଭ ଦାୟକ ହୁଏ 
୪.ନେତ୍ର ରୋଗ 

ପ୍ରତିଦିନ ସଖାଳ ଖାଲି ପେଟ ରେ  ଓ ରାତ୍ର ଭୋଜନ ପରେ ଏକ କପ ଗରମ ପାଣି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ଗାଜର ଜୁସ ସହିତ  କିଛି ମହୁ ମିଶାଇ ପିଇଲେ ଆଖି ଜାତୀୟ ସମସ୍ତ ସମସ୍ୟା ଦୂର ହୁଏ 

୫.ପୋଲିଓ ଓ ପକ୍ଷଘାତ 

ପ୍ରତିଦିନ ସଖାଳ ଖାଲି ପେଟ ରେ  ଓ ରାତ୍ର ଭୋଜନ ପରେ ଏକ କପ ଗରମ ପାଣି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ  କିଛି ମହୁ ମିଶାଇ ପିଇଲେ ପୋଲିଓ ଓ ପକ୍ଷ୍ୟଘାତ (paralysis) ପାଇଁ ଲାଭ ଦାୟକ ଅଟେ 


୬.ସ୍ତ୍ରୀ ଗୁପ୍ତ ରୋଗ 

ପ୍ରତିଦିନ ସଖାଳ ଖାଲି ପେଟ ରେ  ଓ ରାତ୍ର ଭୋଜନ ପରେ ପୁଦିନା ପତ୍ର କୁ ଗରମ ପାଣିରେ ସିଜାଇ ସେହି ପାଣି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ମିଶାଇ ପିଇଲେ ନାରୀ ମାନଙ୍କ ସମସ୍ତ ଗୁପ୍ତ ରୋଗ ସମସ୍ୟା ଦୂର ହୁଏ  


୭.କ୍ୟାନସର 

ପ୍ରତିଦିନ ୩ ଟାଇମ ଏକ ଗ୍ଲାସ ଅଙ୍ଗୁର ରସ ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ମିଶାଇ ପିଇଲେ ଯେ କୌଣସି କେନସର ରୋଗ ହେଉ ନା କାହିଁକି ନିଶ୍ଚୟ  ସହାୟତା ମିଳିବ 


୮.ସ୍ମରଣ ଶକ୍ତି 

୧୦୦ ଗ୍ରାମ ପୁଦିନା ପତ୍ର କୁ ଗରମ ପାଣିରେ ସିଜାଇ ସେହି ପାଣି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ମିଶାଇ ପିଇଲେ ସ୍ମରଣ ଶକ୍ତି ବଢାଇବାରେ  ସହଯୋଗ ମିଳେ 


୯.କିଡ଼ନୀ ସମସ୍ୟା 

୨୫୦ ଗ୍ରାମ କଳାଜିରା କୁ ଗୁଣ୍ଡ କରି ଏକ କପ ମହୁ ସହିତ ଭଲ ଭାବରେ ମିଶାଇ ସେହି ମିଶ୍ରଣ ରୁ ୨ ଚାମଚ ନେଇ ଅଧା କପ ଗରମ ପାଣି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ମିଶାଇ ପ୍ରତି ଦିନ ଭୋଜନ ପୂର୍ବରୁ ପିଇଲେ କିଡ଼ନୀ ସମସ୍ୟା ଦୂର ହୁଏ 


୧୦.ଫୁର୍ତ୍ତି ଓ ସୁନ୍ଦରତା 

୧୦ ଟୋପା ସ୍ୱାସ୍ଥ୍ୟମ ତେଲ ଓ ୨୦ ଟୋପା ଯେତୁନ ତେଲ (Olive) କୁ ମିଶାଇ ପ୍ରତି ଦିନ ମୁହଁ ରେ ଲେପ ଲଗାଇ ଏକ ଘଣ୍ଟା ପରେ ମୁହଁ କୁ ସାବୁନ ରେ ଭଲଭାବେ ଧୋଇ ଦେବେ ଏହା ଦ୍ୱାରା ମୁହଁ ର ସୁନ୍ଦରତା ବଢେ ଓ ମନ ଫୁର୍ତି ରହେ 
୧୧.   ଶାରରିକ ଦୁର୍ବଳତା

୧୦  ଟୋପା ସ୍ୱାସ୍ଥ୍ୟମ ତେଲ କୁ ଏକ ଚାମଚ ମହୁ ସହିତ ମିଶାଇ ପ୍ରତିଦିନ ସେବନ କଲେ ଶାରରିକ ଦୁର୍ବଳତା ଦୂର ହୁଏ 

୧୨.ମୁଣ୍ଡ ବଥା

ସ୍ୱାସ୍ଥ୍ୟମ ତେଲ କୁ ମୁଣ୍ଡର କାନ ନିକଟସ୍ଥ ଜାଗାରେ ମାଲିସ କଲେ ମୁଣ୍ଡ ବଥା ଦୂର ହୁଏ 
ସ୍ୱାସ୍ଥ୍ୟମ ତେଲ୧୦ ଟୋପା ଏକ ଚାମଚ ମହୁ ସହିତ ମିଶାଇ ପ୍ରତିଦିନ ୩ ଟାଇମ ସେବନ କଲେ ମୁଣ୍ଡ ବଥା ସମ୍ପୂର୍ଣ ଦୂର ହୁଏ 


୧୩.ହାକୁଟି 

ଗୋଟିଏ ଚାମଚ କ୍ଷୀର ସର ସହିତ ସ୍ୱାସ୍ଥ୍ୟମ ତେଲ ୫ ଟୋପା  ମିଶାଇ ପ୍ରତିଦିନ ୨ ଟାଇମ ସେବନ କଲେ ହାକୁଟି  ଦୂର ହୁଏ 
୧୪.ପତଳା ଝାଡା 

ଗୋଟିଏ କପ ଦହି  ସହିତ ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ ୩ ଦିନ ପ୍ରଯ୍ୟନ୍ତ ୨ ଟାଇମ ସେବନ କଲେ ପତଳା ଝାଡା ଓ (ଡାଇରିଆ ) ବନ୍ଦ ହୁଏ 
୧୫.ପେଟ କଟା 

ଛୋଟ ପିଲା କୁ ମାଆ  କ୍ଷୀର ଓ ବଡ ମାନଙ୍କୁ ଗାଈ କ୍ଷୀର ସହିତ  ସ୍ୱାସ୍ଥ୍ୟମ ତେଲ ୨କିମ୍ବା ୫ ଟୋପା  ମିଶାଇ ସେବନ କଲେ ପେଟ କଟା ବନ୍ଦ ହୁଏ 
୧୬.ମଳକଣ୍ଠ

ଏକ କପ ନାଲି ଚା (ଡିକାଶିନୀ) ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ମିଶାଇ ଦିନ କୁ ୨ ଥର ପିଇଲେ ମଳକଣ୍ଠ ପାଇଁ ବହୁତ ଉପକାରିତା ଅଟେ 
୧୭.ଚମଡା ରୋଗ 

ଏକ ଚାମଚ ସିର୍କା ଅମ୍ଳରସ (Vinegar) ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ଭଲ ଭାବରେ ମିଶାଇ ଚର୍ମ ପ୍ରଭାବିତ ଜାଗାରେ ଲଗାଇଲେ ଲାଭଦାୟକ ହୁଏ 
୧୮.କିଡ଼ନୀ,ମୂତ୍ରାଶୟ ଓ ମୂତ୍ରନଳୀ ପଥରୀ 

ପ୍ରତିଦିନ ସଖାଳ ଖାଲି ପେଟ ରେ  ଓ ରାତ୍ର ଭୋଜନ ପରେ ଏକ କପ ଗରମ ପାଣି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ଓ ୨ ଚାମଚ  ମହୁ ମିଶାଇ ପିଇଲେ କିଡ଼ନୀ,ମୂତ୍ରାଶୟ ଓ ମୂତ୍ରନଳୀ ପଥରୀ ପାଇଁ ଲାଭ ଦାୟକ ଅଟେ 
୧୯.କାନ ରୋଗ 

ଏକ ଚାମଚ ସ୍ୱାସ୍ଥ୍ୟମ ତେଲ କୁ ଗରମ କରି ଥଣ୍ଡା ହୋଇ ସାରିଲା ପରେ ୨ ଟୋପା କାନରେ ପକାଇବା ଦ୍ୱାରା କାନ କଟା,କାନ ପଚା ଓ ବଧିର ପଣ ଦୂର ହୁଏ 
୨୦.ଦାନ୍ତ ରୋଗ 

ଗୋଟିଏ କପ ଦହି  ସହିତ ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଟାଇମ ସେବନ କଲେ ଦାନ୍ତ କଟା ,ମୁହଁ ରୁ ଦୃଗନ୍ଧ, ଦାନ୍ତର କମଜୋର ଓ ମସୁଡା ରୁ ରକ୍ତ ବାହାରିବା ବନ୍ଦ  ହୁଏ 
୨୧.ଜଣ୍ଡିସ 

ଗୋଟିଏ କପ କ୍ଷୀର  ସହିତ ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଟାଇମ ଭୋଜନ ପରେ ସେବନ କଲେ ଜଣ୍ଡିସ ପାଇଁ ଲାଭ ଦାୟକ ଅଟେ 
୨୨.ପୁରୁଷ ସମ୍ବନ୍ଧିତ ରୋଗ 

ଗୋଟିଏ କପ ଏପଲ ଜୁସ   ସହିତ ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଥର   ସେବନ କଲେ ପୁରୁଷତ୍ୱ ଶକ୍ତି ବଢାଇବାରେ ସହଯୋଗ କରେ 
୨୩.ଖାସ ଓ   ଅସ୍ଥମା

ଗୋଟିଏ କପ ଗରମ ପାଣି ସହିତ ୨ ଚାମଚ ମହୁ ଓ ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଥର   ସେବନ କଲେ ଖାସ ଓ  ଅସ୍ଥମା ଭଳି ରୋଗ ରୁ ଆରାମ ମିଳେ 
୨୪.ହୃଦୟ ଘାତ

ଗୋଟିଏ କପ ଛେଳି କ୍ଷୀର  ସହିତ  ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଥର ଖାଲି ପେଟ ରେ   ସେବନ କଲେ ହୃଦୟ ସମ୍ଵନ୍ଧିତ ପ୍ରତ୍ୟକ ରୋଗ ରୁ ଆରାମ ମିଳେ 
୨୫.ପିଶାବ ଜଳନ ଓ ରକ୍ତ ପ୍ରବାହ 

ଏକ  କପ ମୌସମବି କିମ୍ବା କମଳା ରସ ସହିତ  ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଥର ସେବନ କଲେ ପିଶାବ ପୋଡା ଓ ପିଶାବ ଦ୍ୱାରା ରକ୍ତ ପ୍ରବାହ ବନ୍ଦ ହୁଏ 
୨୬.ପେଟରେ କେଞ୍ଚୁଆ 

ଏକ ଚାମଚ ସିର୍କା ଅମ୍ଳରସ (Vinegar) ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ  ମିଶାଇ ଦିନକୁ ଥରେ ପିଇଲେ ପେଟ ରେ ଥିବା କେଞ୍ଚୁଆ ଓ କୁର୍ମୀ ସବୁ ସଫା ହୋଇ ଯାଏ 
୨୭.ଚନ୍ଦା ମୁଣ୍ଡରେ ବାଳ

ଏକ କପ କଫି ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ  ମିଶାଇ ଦିନକୁ ୨ ଥର ସେବନ କରିବା ସହିତ ଦିନ କୁ ୨ ଥର ମୁଣ୍ଡ ରେ ଲଗାଇବା ଦ୍ୱାରା ଗଞ୍ଜାପନ ଦୂର ହୁଏ 
୨୮.ଘା ଓ ସଂକ୍ରମଣ 

କିଛି  ଟୋପା ସ୍ୱାସ୍ଥ୍ୟମ ତେଲ କୁ ଦେହ ର ସଂକ୍ରମଣ ପ୍ରଭାବିତ ଜାଗାରେ ଲଗାଇଲେ ଘା,କାଚୁ ଓ କୁଣ୍ଡିଆ ଭଲ ହେବାରେ ସହଯୋଗ କରେ 
୨୯.ଲିଭର ଓ ପେଟ ସମ୍ୱନ୍ଧ ବୀମାର 

୨୦୦ ଗ୍ରାମ ମହୁ ସହିତ ୨୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ  ମିଶାଇ ମିଶ୍ରଣ ତିଆରି କରି ସଖାଳୁ ଖାଲି ପେଟ ରେ ଓ ରାତି ରେ ଶୋଇବା ପୂର୍ବରୁ ପ୍ରତିଦିନ ୧୫ ଗ୍ରାମ ସେବନ କଲେ ଲିଭର ଓ ପେଟ ସମ୍ୱନ୍ଧ ବୀମାର ଭଲ ହୁଏ 
୩୦.ମାସିକ ଧର୍ମ ପୀଡା 

ଏକ ଚାମଚ ମହୁ ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ  ମିଶାଇ ଦିନ କୁ ୨ ଥର ସଖାଳୁ ଖାଲି ପେଟ ଓ ରାତିରେ ଶୋଇବା ସମୟ ରେ ବ୍ୟବହାର କଲେ ମାସିକ ପୀଡା ରୁ ରହାତ ମିଳେ 
୩୧.ଜ୍ଵର 

ଏକ କପ ନାଲି ଚା (ଡିକାଶିନୀ) ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ମିଶାଇ ଦିନ କୁ ୨ ଥର ପିଇଲେ ଜ୍ଵର ଦୂର ହୁଏ 
୩୨.ଶରୀର ସବଳତା 

୨ ଚାମଚ ମହୁ ସହିତ  ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ ପ୍ରତିଦିନ ଜଳଖିଆ ପୂର୍ବରୁ ପିଇଲେ ଶରୀର ସବଳତା ଓ ସ୍ଵସ୍ଥ ରହେ 
୩୩.ନିଦ୍ରା  ସମସ୍ୟା 

ପ୍ରତିଦିନ ରାତ୍ର ଭୋଜନ ପରେ ୧ ଚାମଚ ମହୁ ସହିତ  ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ ପିଇଲେ ନିଦ ଭଲ ରୂପେ ହୁଏ 
୩୪.ପେଟ କଟା 

ଏକ  କପ ମୌସମବି କିମ୍ବା କମଳା ରସ ସହିତ  ୨ ଚାମଚ ମହୁ ଓ ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଥର ସେବନ କଲେ ପେଟ କଟା ଭଲ ହୁଏ 
୩୫.ପଥିରି 

ଗୋଟିଏ କପ ଗରମ ପାଣି ସହିତ ୨ ଚାମଚ ମହୁ ଓ ସ୍ୱାସ୍ଥ୍ୟମ ତେଲ ୧୦  ଟୋପା  ମିଶାଇ  ଦିନକୁ ୨ ଥର   ସେବନ କଲେ ପଥିରି ଠାରୁ ଆରାମ ମିଳେ 
୩୬.କୋଷ୍ଠ ରୋଗ ଓ ଧଳା ଛଉ 

ଏକ ଚାମଚ ସିର୍କା  (Vinegar) ସହିତ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ  ମିଶାଇ କମ ଜାଳ ରେ ଗରମ କରି ଥଣ୍ଡା ହେବା ପରେ ଦିନ କୁ ଦୁଇ ଥର ଦାଗ ହୋଇଥିବା ଜାଗା ରେ ଲଗାଇଲେ ଧୀରେ ଧୀରେ ଭଲ ହୁଏ 
୩୭.ପୁରୁଣା ଓ ଖଣ୍ଡି ଖାସ 

୨୦ ଗ୍ରାମ ଅକରକରା ପାଉଡର ସହିତ ୨୦୦ ଗ୍ରାମ ମହୁ ଓ ୨୦୦ ଗ୍ରାମ ସ୍ୱାସ୍ଥ୍ୟମ ତେଲ ମିଶାଇ ଦିନ କୁ ୩ ଥର ସେବନ କଲେ ପୁରୁଣା ଓ ଖଣ୍ଡି ଖାସ  ବନ୍ଦ ହୁଏ 
୩୮.ମୁଖର ସୁନ୍ଦରତା 
୩୯.କାମଶକ୍ତି ର ଦୁର୍ବଳତା 

୨ ଚାମଚ ମହୁ ସହିତ  ୫ ଟୋପା ସ୍ୱାସ୍ଥ୍ୟମ ତେଲ ଓ ୨ ଟୋପା ଜାଇଫଳ ତେଲ ମିଶାଇ ପ୍ରତିଦିନ ରେ ୧୫ ଦିନ ବ୍ୟବହାର କଲେ କାମଶକ୍ତି ର ଦୁର୍ବଳତା ଦୂର ହୁଏ 
୪୦.ହୃଦୟ ଦୁର୍ବଳତା 

ରସଣ ରସ ୫ ଟୋପା ସହିତ ସ୍ୱାସ୍ଥ୍ୟମ ତେଲ ୫ ଟୋପା କୁ ଏକ କପ ମିଶ୍ରି ପାଣି ରେ ମିଶାଇ ପିଇଲେ ହୃଦୟ ଦୁର୍ବଳତା ଦୂର ହୁଏ 
୪୧.ଗ୍ୟାଷ୍ଟିକ

ଅଦା ରସ ୧୫ ଗ୍ରାମ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ଓ ଅଳ୍ପ ମାତ୍ର ରେ ଲୁଣ  ମିଶାଇ ଗରମ ପାଣି ରେ ପିଇଲେ ଗ୍ୟାସ ଓ ପେଟ କଟା ଭଲ ହୁଏ 
୪୨.ଏଗଜିମା 

ସୁନାମୁଖୀ ୧୦  ଗ୍ରାମ କଳାଜିରା ୧୦ ଗ୍ରାମ ଓ ୪୦୦ ଗ୍ରାମ ସିର୍କା ଅମ୍ଳରସ (ଭିନେଗାର) ସହିତ ମିଶାଇ ଗରମ କରି ଛାଣି ଦେଇ ସେଥିରେ ସ୍ୱାସ୍ଥ୍ୟମ ତେଲ କୁ ଭଲ ଭାବରେ ମିଶାଇ ଏଗଜିମା ପ୍ରଭାବିତ ଜାଗା ରେ ଲଗାଇଲେ ଧୀରେ ଧୀରେ ଭଲ ହୁଏ 
୪୩.ଅଧକପାଳୀ 

ପ୍ରତି ଦିନ ସ୍ୱାସ୍ଥ୍ୟମ ତେଲ କୁ ଅଧକପାଳୀ ମାରୁଥିବା ବିପରୀତ ନାକ ପୁଡା ରେ ଗୋଟିଏ ଟୋପା ପକାଇ ଓ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ଗରମ ପାଣି ରେ  ପିଇବା ଦ୍ୱାରା ଅଧକପାଳୀ ଦୂର ହୁଏ 
୪୪.ମୋତିଆ ବିନ୍ଦୁ 

ସଖାଳେ ଓ ରାତିରେ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ଡିକାଶିନୀ କିମ୍ବା ଗରମ ପାଣି ସହିତ ମିଶାଇ ପିଇଲେ ମୋତିଆ ବିନ୍ଦୁ ଦୂର ହୁଏ 
୪୫.ଉଚା ଶୁଣିବା ଓ କାନ କଟା 

କାନକୁ ଶୁଣା ନ ଯିବା ,କାନା କଟା,ବିନ୍ଧା,ଟଣା ଓ କାନରୁ ପାଣି ବୋହିବା ଶୁଦ୍ଧ ସରସଵ ,ପିତା ବାଦାମ ସହିତ ସ୍ୱାସ୍ଥ୍ୟମ ତେଲ କୁ ସମାନ ମାତ୍ର ରେ ନେଇ ଗରମ କରି ଉଷୁମ ଥାଇ କାନରେ ୨ ଟୋପା ଦିନକୁ ୨ ଥର ପକାଇଲେ କାନ ସମସ୍ୟା ଦୂର ହୁଏ 
୪୬.ଆସ୍ଥମା 

ଗୋଟିଏ ଚୁଟକୀ ଲୁଣ, ସ୍ୱାସ୍ଥ୍ୟମ ତେଲ ୧୦  ଟୋପା ଓ ଏକ ଚାମଚ ଶୂଦ୍ଧ ଦେଶୀ ଘିଅ କୁ ମିଶାଇ ଛାତି ଓ  ବେକରେ ମାଲିସ କରିବା ସହିତ ୧୦  ଟୋପା ସ୍ୱାସ୍ଥ୍ୟମ ତେଲ ଓ ଦୁଇ ଚାମଚ ମହୁ ମିଶାଇ ପ୍ରତି ଦିନ ସେବନ କଲେ ଆସ୍ଥମା ରୋଗ ଦୂର ହୁଏ 
୪୭.ଛାତି କଟା 

ଗୋଟିଏ ଚୁଟକୀ ଲୁଣ, ସ୍ୱାସ୍ଥ୍ୟମ ତେଲ ୧୦  ଟୋପା ଓ ଅଧା ଗ୍ଲାସ ନିମ ରସ ପାଣି କୁ ଗରମ ପାଣିରେ ମିଶାଇ ଦିନ କୁ ୨ ଥର ପିଇଲେ ଛାତି କଟା ଦୂର ହୁଏ 
୪୮.ବାନ୍ତି 

ତାଜା ଫଳ ରସ ୧୦୦ ଗ୍ରାମ ୧୦୦ ଗ୍ରାମ ଚିନି ଓ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ମିଶାଇ ଚାଟିକରି ଖାଇବା ଦ୍ୱାରା ବାନ୍ତି ବନ୍ଦ ହୁଏ 
୪୯.କବଜିଆତ 

ଗୁଡ ୨୫ ଗ୍ରାମ ସୁନାମୁଖୀ ୫ ଗ୍ରାମ ଓ ୧୦ ଟୋପା ସ୍ୱାସ୍ଥ୍ୟମ ତେଲ କୁ ଗରମ କ୍ଷୀର ସହିତ ମିଶାଇ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ପିଇଲେ କବଜିଆତ ଦୂର ହୁଏ 
୫୦. ହଜମ ଶକ୍ତି 

ପିମ୍ପୁଳି ୫୦ ଗ୍ରାମ, ୧୦ ଟୋପା ସ୍ୱାସ୍ଥ୍ୟମ ତେଲ ସହିତ କିଛି ଲେମ୍ଭୁ ରସ ମିଶାଇ ଖରା ରେ ଶୁଖାଇ ପ୍ରତିଦିନ  ଖାଇ ସାରିଲା ପରେ ଏକ ଚୁଟକୀ ବ୍ୟବହାର କଲେ ହଜମ ଶକ୍ତି ବଢେ 

ବିଶେଷ ସୂଚନା : ଗର୍ଭବତୀ ମହିଳା ଓ ୧୦ ଠାରୁ ଛୋଟ ପିଲା ମାନଙ୍କୁ ସ୍ୱାସ୍ଥ୍ୟମ ତେଲ ବ୍ୟବହାର କରିବାକୁ  ସମ୍ପୂର୍ଣ ମନା

Notice:
 

 

Campaign:

Onile Registration From

Odia Bhashi Census in Surat