ସ୍ୱରୋଜଗାର ଯୋଜନା ରେ ଆପଣମାନଙ୍କୁ ହାର୍ଦିକ ସ୍ୱାଗତ.... 

ଓଡିଶା ଡାଟା ଡ଼ାଇରୀ ଦ୍ୱାରା ସଞ୍ଚାଳିତ ସ୍ୱରୋଜଗାର ଯୋଜନା ରେ ସହଭାଗୀ ହୋଇ ନିଜକୁ ରୋଜଗାର କ୍ଷମ କରନ୍ତୁ, ଏହି ଯୋଜନା ରେ ମିଳୁଥିବା ସମସ୍ତ ସମାନ ସମ୍ପୂର୍ଣ ଭାରତୀୟ ଆୟୁର୍ବେଦିକ ଜଡିବୁଟି ର ମିଶ୍ରଣ ରେ ବୈଦ୍ୟରାଜ ଙ୍କ ପରାମର୍ଶ ଦ୍ୱାରା ବିନା କେମିକାଲ ଉଚ୍ଚ ମାପଦଣ୍ଡ ପଦ୍ଧତି WHO (World Health Organization) GMP (Good Manufacturing Practices) HALAL & ISO Certified Plant ଓ Pharmacy ରେ ତିଆରି I 

ଭାରତ ର ବିଭିର୍ନ ହର୍ବଲ ଓ ଫାର୍ମାସୀ କମ୍ପାନୀ ଠାରୁ ତାର ସବୁଠାରୁ ବିଶ୍ୱସନୀୟ  100 + (Health care) (Personal care) (Supplements) ପ୍ରୋଡକ୍ଟ କୁ ନେଇ ତୁଳସୀ ହର୍ବଲସ ଏକତ୍ରିତ କରିଛି ଏହି ପ୍ରୋଡକ୍ଟ ମାନଙ୍କ ବିଶେଷ ଗୁଣ ଯୋଗୁ ତାର ପ୍ରଭାବ ମଧ୍ୟ୍ୟ ରହିଛି I ପ୍ରଭାବ ର ଅଭାବ ଯୋଗୁ ଧୀରେ ଧୀରେ ଆୟୁର୍ବେଦିକ ପ୍ରତି ଶ୍ରଦ୍ଧା କମି ଯାଇଥିଲା କିନ୍ତୁ ବର୍ତ୍ତମାନ ଆଧୁନିକ ଦୁନିଆ ରେ କଣ ବା ଅସମ୍ଭବ ! ବହୁତ ହର୍ବଲ ଓ ଫାର୍ମାସୀ କମ୍ପାନୀ ନିଜ ପ୍ରୋଡକ୍ଟ କୁ ଉଚ ମାପଦଣ୍ଡ ପଦ୍ଧତି  ଦ୍ୱାରା ବହୁତ ଗୁଣବତ୍ତା ଓ ପ୍ରଭାବକାରୀ କରିସାରିଛନ୍ତି, ସେହି ପ୍ରଭାବକାରୀ  ଓ ଗୁଣବତ୍ତା ପ୍ରୋଡକ୍ଟ କୁ ବାଛି ନେଇଛି ତୁଳସୀ ହର୍ବଲସ, ଯେ କି (ଓଡିଶା ଡାଟା ଡ଼ାଇରୀ ଦ୍ୱାରା ସଞ୍ଚାଳିତ) ଏହି ଯୋଜନା ଯେ କୌଣସି ବ୍ୟକ୍ତି  ସହଭାଗୀ ହୋଇ ନିଜର ଗୋଟିଏ ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ I ପ୍ରଭାବକାରୀ ପ୍ରୋଡକ୍ଟ 

ଏହି ଯୋଜନା ର ନିୟମାନୁଯାୟୀ ପ୍ରତ୍ୟକ ବ୍ଲକ ରେ ଗୋଟିଏ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ 

ଆବେଦନ କରନ୍ତୁ 

Notice:
 

 

Campaign:

Onile Registration From

Odia Bhashi Census in Surat